ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଆରମ୍ଭ, ରେଡ଼୍ ଜୋନରେ ରହିବ ଭୁବନେଶ୍ଵର ମହାନଗର ନିଗମ

11

Get real time updates directly on you device, subscribe now.

ଭୁବନେଶ୍ୱର (ସଂଘର୍ଷ ମିଡିଆ ): ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଆରମ୍ଭ ହେଉଛି । ଏହି ଲକ୍ଡ଼ାଉନ କାଳରେ ଗ୍ରୀନ, ଅରେଞ୍ଜ ଓ ରେଡ଼୍ ଜୋନ୍ ନିମନ୍ତେ ଅଲଗା ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟର କରୋନା ହଟସ୍ପଟ ପାଲଟିଥିବା ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲା ରେଡ଼୍ ଜୋନରେ ଥିବାବେଳେ ଅରେଞ୍ଜ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ଢ଼େଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲା ରହିଛି । ଭୁବନେଶ୍ବର ମହାନଗର ନିଗମକୁ ବାଦ ଦେଇ ଖୋର୍ଧା ଜିଲାର ଅବଶିଷ୍ଟ ଅଞ୍ଚଳକୁ ମଧ୍ୟ ଅରେଞ୍ଜ ଜୋନରେ ରଖାଯାଇଛି । ଅବଶିଷ୍ଟ ଜିଲାଗୁଡ଼ିକୁ ଗ୍ରୀନ୍ ଜୋନ୍ ମାନ୍ୟତା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More