ତିହିଡି କାପଡା ଅଞ୍ଚଳରେ ପାରିବାରିକ କଳହରୁ ସ୍ଵାମୀ ଓ ସ୍ତ୍ରୀଙ୍କ ଆତ୍ମହତ୍ୟା

11

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧିନସ୍ଥ କାଁପଡ଼ା ପଞ୍ଚାୟତର ବାରଣାକୁଳ ଗ୍ରାମରେ ପାରିବାରିକ କଳହ ପାଇଁ ଆତ୍ମହତ୍ୟା ସନ୍ଦେହ. ଘର ଭିତରେ ଝୁଲି ପଡିଲେ ସ୍ୱାମୀ ଓ ସ୍ତ୍ରୀ । ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ତିହିଡି଼ ପୋଲିସ । ସୂଚନା ଅନୁଯାୟୀ ଗାଁର ଉପେନ୍ଦ୍ର ମଳିକ ଓ ମିନତୀ ମଳିକଙ୍କ ଦୁଇ ପୁଅ ରାଜ୍ୟ ବାହାରେ ରହନ୍ତି ।ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆର୍ଥିକ ସମସ୍ୟାକୁ ନେଇ ଅସନ୍ତୋଷ ଥିବା ସୂଚନା ମିଳିଛି ।ତେବେ ଏହି ଘଟଣାକୁ କେନ୍ଦ୍ର କରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଘର ଭିତରେ କଳହ ଲାଗି ଆତ୍ମହତ୍ୟା କରିଥିବା ସୂଚନା । ଉଭୟଙ୍କ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ. ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More