ତିନି ଦଫା ଦାବି ନେଇ ବାଲେଶ୍ବର ଭଦ୍ରକ ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ

283

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ବାଲେଶ୍ବର ଭଦ୍ରକ ଜିଲ୍ଲା ସମବାୟ ସମିତି କର୍ମଚାରୀ ସଂଘ ଧାମନଗର ଶାଖା ତରଫରୁ ତିନି ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନର ମୁଖ୍ୟ ଅଭିଯୋଗ ବାଲେଶ୍ଵର ଭଦ୍ରକ ଜିଲ୍ଲା ସମବାୟ ସମିତି କର୍ମଚାରୀ ସଂଘ ସାଧାରଣ ସଂପାଦକଙ୍କ କହିବା ଅନୁଯାୟୀ 2708 PACs, Lamps ର କମଚାରୀଙ୍କୁ କ୍ୟାଡର ଅନ୍ତଭୁକ୍ତ କରି ବଦଳି କରିବା, ଷଷ୍ଠ ବେତନ କମିଶନ ହାରରେ ପାଉଥିବା କମଚାରୀଙ୍କ DA 164% ରୁ 230 % କୁ ବୃଦ୍ଧି, ଷଷ୍ଠ ବେତନ କମିଶନ ହିସାବରେ ସପ୍ତମ ବେତନ କମିଶନ ତୁରନ୍ତ କାଯକାରି କରିବା ଭଳି ଏହି ତିନି ଦଫା ଦାବି ନେଇ ବାଲେଶ୍ଵର ଭଦ୍ରକ ଜିଲ୍ଲା ସେବା ସମବାୟ ସମିତି କମଚାରୀ ସଂଘ ଧାମନଗର ଶାଖା ତରଫରୁ ଧାମନଗର ସେବା ସମବାୟ ସମିତି ଆଗରେ ଧାରଣାରେ ବସିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More