ତାଲୁକ୍ ଲିଗାଲ ସର୍ଭିସ୍ କମିଟି ପକ୍ଷରୁ ବର୍ଜ୍ୟ ବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

11

Get real time updates directly on you device, subscribe now.

ବୌଦ୍ଧ (ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ସଭା ଗୃହରେ କଣ୍ଟାମାଳ ତାଳୁକ୍ ଲିଗାଲ ସର୍ଭିସ୍ କମିଟି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ଦାସ, ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ ତଥା ଚେୟାର ମେନ୍ ତାଳୁକ୍ ଲିଗାଲ ସର୍ଭିସ୍ କମିଟି, ବିଡିଓ କଲା କୃଷ୍ଣ ପ୍ରଧାନ, ଅଜିତ୍ କୁମାର ସେଠୀ,ସହକାରୀ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗ , ଆର୍ତ୍ତତ୍ରାଣ ପାଢ଼ୀ,ଜିଲ୍ଲା ପରାମର୍ଶ ଦାତା ,ଅର୍ଜୁନ ଦାସ ବି ଆର ସି ଯୋଗ ଦେଇ ବର୍ଜ୍ୟ ବସ୍ତୁର ସୁପରିଚାଳନା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ର ,କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ରାଧାରାଣୀ ନାୟକ,ବି ଏ ଲ ସି ,ଓ ଅଲ୍ ମ୍,ଲକ୍ଷ୍ମୀ ନାୟକ ଦିପାଞ୍ଜଳୀ ଘିବେଲା,ପ୍ରତିମା ଗୁରୁ,ସସ୍ମିତା ବାଘ୍,ସି ଆର ପି ସମେତ ୱାର୍ଡ ସଭ୍ୟ, ସଭ୍ୟା, ସ୍ଵଂୟ ସହାୟିକା ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇ ଥିଲେ,l କାର୍ଯ୍ୟକ୍ରମ କୁ ବିକାଶ ସିଂ, ଶ୍ରୀହରି ବାଗ ସହଯୋଗ କରିଥିଲେ, l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More