ତାମ୍ପରକଇଠା ସୋସାଇଟିର ଚାଷୀ ମିଲରକୁ ଦୀର୍ଘଦିନ ହେଲା ଧାନ ଦେବା ପରେ ମଧ୍ୟ ପ୍ରାପ୍ୟ ପାଇ ପାରି ନଥିବା ନେଇ ଅଭିଯୋଗ

12

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ତାମ୍ପରକଇଠା ସୋସାଇଟିର 33 ଗୋଟି ଟୋକେନ୍ ପାଇ ଥିବା ଚାଷି ଧାନ ମିଲକୁ ଦେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷି ତାଙ୍କର ଧାନର ମୂଲ୍ୟ ସରକାରୀ ଦରରେ ପାଇ ନଥିବା ଅଭିଯୋଗ ହୋଇଛି। ତେଣୁ ପୁଣି ଥରେ ତାମ୍ପରକଇଠା ସୋସାଇଟିର ସଭାପତି ଜୀ ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ସୋସାଇଟିର ଚାଷି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଷୋସାଇଟିର ସଭାପତି ଜୀ ଶ୍ରୀଧର ନାଇଡୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାମ୍ପର କଇଠା ସୋସାଇଟି ର 33 ଜଣ ଟୋକେନ୍ ପାଇଥିବା ଚାଷି ମିଲକୁ ଧାନ ଦେବା ପରେ ଆଜି ପର୍ଯ୍ୟନ୍ତ ସରକାରୀ ଧାର୍ଯ୍ୟରେ ପ୍ରାପ୍ୟ ପାଇ ପାରି ନ ଥିବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଛନ୍ତି ବୋଲି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More