ତହସିଲ କାର୍ଯ୍ୟାଳୟରେ ପଡ଼ିଲା ତାଲା

17

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନରସିଂହ ପୁର ଓକିଲ ସଂଘ ପକ୍ଷରୁ ନରସିଂହ ପୁର ତହସିଲ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ସୂଚନାରୁ ପ୍ରକାଶ ନରସିଂହ ପୁର ଓକିଲ ସଂଘ ତରଫରୁ ପୂର୍ବରୁ ତହସିଲିଦାରଙ୍କୁ ଭେଟି ଏକ ଦାବି ଜଣାଇବା ସହ ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More