ଡ୍ୟୁଟି କରୁଥିବା ସମୟରେ ହାଇୱା ଧକ୍ତାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

11

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) ଆଜି ସକାଳୁ ସକାଳୁ ଘଟି ଯାଇଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଡ୍ୟୁଟି କରୁଥିବା ସମୟରେ ଚଢ଼ିଗଲି ଗାଡ଼ି ଚାଲିଗଲା ପୋଲିସ ASi ଙ୍କ ଜୀବନ । ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ N.H ପେଟ୍ରୋଲିଙ୍ଗରେ ଯାଇ ଠିଆହୋଇ ଥିବା ସମୟରେ ହାଇୱା ଧକ୍ତା ଦେଇଥିଲା । ତାକୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ କଟକ ନେବା ସମୟରେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଦଳରେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପୋଲିସ ASI ହେଉଛନ୍ତି ଭଦ୍ରକର ସୁଜିତ ପାଣ୍ଡବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More