ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

28

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ତରଫରୁ ଏକ ଦାବୀପତ୍ର ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ରଙ୍କୁ ସୋମବାର ପ୍ରଦାନ କାରାଯାଇଛି । ଦାବିପତ୍ରରେ ଡ୍ରାଇଭର ମହାସଂଘ ନିମନ୍ତେ ଜାଗା ଚିହ୍ନଟ ଓ ପ୍ରଦାନ ପାଇଁ ଉଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଡ୍ରାଇଭର ମହାସଂଘ ର ଡାବୁଗାଁ ବ୍ଲକ ସଭାପତି ସନ୍ତୋଷ କୁମାର ଭତ୍ରା, ଉପସଭାପତି ଦିଲୀପ ନାୟକ , କୋଷାଧକ୍ଷ ଦିଲୀପ କୁମାର ପାତ୍ର, ସମ୍ପାଦକ ଅମୀର ଅଲ୍ଲୀ ଖାନ, ସହ-ସମ୍ପାଦକ ବିଶ୍ୱଜିତ ବୈଠାରୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଙ୍ଘ ଏକ ଅସ୍ଥାୟୀ ଗୃହରେ ନିଜର କାର୍ଯ୍ୟାଳୟ କରିଛି ତେଣୁ ସଙ୍ଘର ଏକ ସ୍ଥାୟୀ କାର୍ଯ୍ୟାଳୟ ଗୃହ କରିବା ନିମନ୍ତେ ଜାଗା ପାଇଁ ଦାବି ଜଣା ଯାଇଛି । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More