ଡିଜିଟାଲ ବ୍ୟାଙ୍କ ସେବାର ଶୁଭାରମ୍ଭ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – -ସ୍ୱାଧୀନତାର ୭୫ବର୍ଷପୂର୍ତ୍ତି ଅମୃତମହୋଉତ୍ସବ ଅବସରରେ ଭାରତର ଜଶ୍ୱାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଆଜି ଅଭାସି ମାଧ୍ୟମରେ ଭାରତର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କର ଶୁଭଉଦ୍ଘାଟନ ଆଭାସି ମାଧ୍ୟମରେ ଦିଲ୍ଲୀରେ ରହି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ପୁରୀ ଜିଲ୍ଲା ଓ କଟକ ଜିଲ୍ଲାର ସାଲେପୁର ଠାରେ ପ୍ରଥମକରି ଇକୋବ୍ୟାଙ୍କ ପକ୍ଷରୁ ଖୋଲାଯାଇଥିବା ଶାଖାକୁ ପ୍ରଧାନମନ୍ତ୍ରୀ ଆଭାସି ମାଧ୍ୟମରେ ଶୁଭଉଦ୍ଘାଟନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସାଲେପୁର ଠାରେ ଇକୋବ୍ୟାଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଈରର୍ଷାଦ ଅଲ୍ଲୀ ଖାନ ଇକୋବ୍ୟାଙ୍କ ଇଡି କଲିକତା ପ୍ରମ୍ମୁଖ ଯୋଗଦେଇଥିଲେ। ତୃଣମୂଳସ୍ତରରେ ଲୋକମାନଙ୍କ ପାଖରେ ଭାରତର ଜସ୍ବସୀ ପ୍ରଧାନମନ୍ତ୍ରୀ ନରେଡ୍ର ମୋଦି ସ୍ବାଧୀନତାର ୭୫ବର୍ଷ ଆମୃତମହୋଉତ୍ସବ ଉପଲକ୍ଷେ ଡିଜିଟାଲ ମାଧ୍ୟମରେ ଲୋକମାନେ ବ୍ୟାଙ୍କରୁ ସମସ୍ତ ସୁବିଧାସୁଯୋଗ ପାଇ ପାରିବେ ବୋଲି ଦେଶବାସୀଙ୍କୁ ଜସ୍ବସୀ ପ୍ରଧାନମନ୍ତ୍ରୀ ବଧାଇ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More