ଡାମରପୁର ପଞ୍ଚାୟତରେ ୨୭ କରୋନା ପଜେଟି ଭି୍ଚିହ୍ନଟ

11

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଡାମରପୁର ପଞ୍ଚାୟତରେ ଆଜିକୁ ମିଶାଇ ଦୁଇ ଦୁଇ ଥର କରୋନା ଆକ୍ରାନ୍ତଙ୍କୁ ଜାଣିବାପାଇଁ କୋଭିଡି ପରିକ୍ଷା କରାଯାଇଛି। ୨୧.୯.୨୦୨୦ ରିଖ ସୋମବାର ଦିନ ଡାମରପୁର ପଞ୍ଚାୟତର ୩ ଟି ସ୍ଥାନରେ ୪୨୯ ଜଣଙ୍କ କୋଭିଡି ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୭ ଜଣ କରୋନା ପଜେଟିଭି୍ ବୋଲି ଚିହ୍ନଟ କରାଯାଇଥିବା ବେଳେ। ଡାମରପୁରରେ ଭୟର ଆତଙ୍କ ଖେଳି ଯାଇଛି।କୋଭିଡି ପରିକ୍ଷା ପାଇଁ ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ମାଝୀ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହ ସେଠାକାର କିଛି ବ୍ୟକ୍ତିମାନଙ୍କୁ ଭତା ଦେବାସହ ଅସୁସ୍ଥ ବୃଦ୍ଧ ବ୍ୟକ୍ତି ମାନଙ୍କ ଘରକୁ ଜାଇ ଭତା ଟଙ୍କା ଦେଇଥିଲେ। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More