ଡାବୁଗାଁ ଶ୍ମଶାନର ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ

30

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ରାଜ୍ୟ ରାଜପଥ ୩୯ ଅଙ୍ଗି ନଦି ପାର୍ଶ୍ଵରେ ଥିବା ଶ୍ମଶାନର ଉନ୍ନତି କରଣ ସକାଶେ ଆଜି ଶ୍ମଶାନ ପାର୍ଶ୍ଵରେ ଭିତ୍ତି ପ୍ରସ୍ତର ସ୍ତାପନ ଫଳକର ଶିଳାନ୍ୟାସ କାର୍ଜ୍ୟକ୍ରମ ଅନୁଶ୍ଟୀତ ହୋଇ ଜାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି,ସମ୍ମାନିତ ଅତିଥି ଜିଲ୍ଲା ପରିସଦ ଅଧକ୍ଷ ମୋତିରାମ ନାୟକ,ଜିଲ୍ଲା ପରିସଦ ସଭ୍ୟ ଗୁପ୍ତ ବିସୋଇ,ବ୍ଲକ ଅଧକ୍ଷ ବିଣା ମାଝି, ବ୍ଲକ ଉପାଧକ୍ଷ ସଦାନନ୍ଦ ନାୟକ୍,ଡାବୁଗାଁ ଅତିରିକ୍ତ ତହସିଲଦାର ସତିଶ କୁମାର ବଇନି,ଡାବୁଗାଁ ଗୋଶ୍ଟି ଉନ୍ନୟନ ଅଧିକାରି ଶରତ୍ ମାଝି ପ୍ରମୁଖ ଙ୍କୁ ଉତରିୟ୍ ଦେଇ ସ୍ଵାଗତ ଜଣାଇ ପଛୋଟି ଆଣିଥିଲେ।କନିଶ୍ଟ ଜନ୍ତ୍ରି ପ୍ରଶାନ୍ତ କୁମାର ଚଉଧୁରି,ଡଙ୍ଗରିଗୁଡା ସରପଞ୍ଚ ରାମ କୁମାର ଗଣ୍ଡ,ସାନ୍ସଦ ପ୍ରତିନିଧି ଏମ୍ ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ବ୍ଲକ ବିଜେଡି ସଭାପତିସୁରେନ୍ଦ୍ର ମିଶ୍ର,ବରିଶ୍ଟ୍ ବିଜେଡି ନେତା ମଳୟ ବିସୋଇ,ଡାବୁଗାଁ ପଞ୍ଚାୟତ ସଭାପତି ଜି ପ୍ରକାଶ ରାଓ,ପୁର୍ବତନ ଜିଲ୍ଲା ପରିସଦ ସଭ୍ୟ ବିଜୟ ବେହେରା, କାବୁଲି ତ୍ରିପାଠୀ, ଆର୍ ପ୍ରକାଶ ରାଓ,ଶିବ ପ୍ରସାଦ ମିଶ୍ର,ଗେଦୁ ପଟ୍ଟନାୟକ,ଚମ୍ପା ଲାଲ୍ ଅଗ୍ରୱ୍।ଲ୍,ଗୋପାଳ କ୍ରୁସ୍ନ ରାଓ, ଟି ଜୁଗୁନୁ ବାବୁ ପ୍ରମୁଖ ଗ୍ରାମର ବହୁ ଭଦ୍ର ବ୍ୟକ୍ତି ଉପସ୍ତିତ ରହି ଶିଳାନ୍ୟାସ ପାଖରେ ନାରିକେଳ ଫଟାଇ ଉଦ୍ ଘାଟନ କରି ଥିଲେ। ବିଧାୟକ ଜାହା ଟଙ୍କା ଖର୍ଚ୍ ହେବ ତାହା ତାଙ୍କ ବିଧାୟକ ପାଣ୍ଦି ରୁ ଦେବାକୁ ମତ ବ୍ୟକ୍ତ କରି ଥିଲେ। ଉକ୍ତ ଜାଗାରେ ଟିଉବ୍ ଓୟେଲ୍ ଟିଏ ଦେବାକୁ ବିଧାୟକ କହି ଥିଲେ। ଗ୍ରାମର ବହୁ ଭଦ୍ର ବ୍ୟକ୍ତି ଏଇ କାର୍ଯ୍ୟରେ ସହାୟତାର ହାତ ବଢାଇବେ ବୋଲି ନିଜ ନିଜର ମତବ୍ୟକ୍ତ କରି ଥିଲେ। ଡାବୁଗାଁଶ୍ମଶାନର ଉନ୍ନତି କରଣ ଜେପରି ନବରଙ୍ଗପୁର ଜିଲ୍ଲାରେ ସର୍ବ ପ୍ରଥମ ହେବ,ଏହାକୁ ଦେଖି ଏପରି କରିବା ପାଇ ସବୁ ବ୍ଲକରେ ଇଛା ପ୍ରକାଶ୍ କରିବେ। ବିଧାୟକ କନିଷ୍ଠ ଜନ୍ତ୍ରି ଶ୍ରି ଚଉଧୁରିଙ୍କୁ ଶ୍ମଶାନ ଉନ୍ନତି କରଣ ନେଇ ଏଶ୍ଟିମେଣ୍ଟ୍ ତୁରନ୍ତ କରିବାକୁ ନିର୍ଦେଶ ଦେଇ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଓ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ୍ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More