ଡାବୁଗାଁ(ସଂଘର୍ଷ ମିଡିଆ) : – ୧୨/୧୦ ଗୁରୁବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ତଡିତ କୁମାର ସ୍ଵାଇଁ ଗୁରୁବାର ଯୋଗଦାନ କରିଛନ୍ତି | ସେ ପୂର୍ବରୁ ନବରଙ୍ଗପୁର ବନାଞ୍ଚଳ କାର୍ଯ୍ୟ|ଳୟରେ କାର୍ଯ୍ୟ କରୁଥିଲେ | ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ଙ୍କ ର ରାଉରକେଲା ବନଖଣ୍ଡ ଅଧୀନ ବାଙ୍କୀ ବନାଞ୍ଚଳ କାର୍ଯ୍ୟ|ଳୟକୁ ବଦଳି ହୋଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l