ଟ୍ରକ ଓ ପିକଅପ ଭ୍ୟାନ ମୁହାଁ ମୁହିଁ ଧକ୍କା, ପିକଅପ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି

29

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ,ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା- ବଲାଙ୍ଗୀର 57 ନମ୍ଵର୍ ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେ ଟ୍ରକ୍ ପିକଅପ୍ ମୁହାଁ ମୁହିଁ ଧକ୍କା l ଦୁର୍ଘଟଣା ଫଳରେ ପିକଅପ୍ ଡ୍ରାଇଭର କୁ ଗୁରୁତର ଅବସ୍ଥା ରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି!ଆଜି ସକାଳେ ଝିପିଝିପି ବର୍ଷା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ( OD25k 8970)ଝାରସୁଗୁଡା ରୁ ବାଙ୍କୀ ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଅଭିମୁଖେ ଯାଉଥିବା OD05AX 6292ନଂ ଥିବା ପିକଅପ ମଧ୍ୟରେ ହରେକୃଷ୍ଣ ପୁର ନିକଟରେ ମୁଁହା ମୁଁହି ଧକ୍କା ହୋଇଥିଲା!ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଗୁରୁତର ଥିବା ପିକଅପ ଡ୍ରାଇଭର କୁ ପୁରୁଣାକଟକ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More