ଟିପିଏନଓଡିଏଲ ଆନନ୍ଦପୁର ଡିଭିଜନରେ ବିଶ୍ୱ ପରିବେଶ ଦିବସ ପାଳିତ

36

Get real time updates directly on you device, subscribe now.

ଆନନ୍ଦପୁର (ସଂଘର୍ଷ ମିଡିଆ ) : ଟିପିଏନଓଡିଏଲ ଆନନ୍ଦପୁର ଡିଭିଜନରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଆନନ୍ଦପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ ଙ୍କ ନେତୃତ୍ୱ ରେ ସମସ୍ତ କର୍ମଚାରୀଙ୍କୁ ଏକତ୍ରିତ କରି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ୍ବ, ପିଜୁଳି, ପଣସ ଆଦି ଗଛ କାର୍ଯ୍ୟାଳୟର ଚାରିପଟେ ଲଗାଯାଇଛି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ଦାଶ, ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରତାପ କୁମାର ବେହେରା, ଅର୍ଥ ବିଭାଗ ଉପପରିଚାଳକ ଶ୍ରୀ ବ୍ରଜ କିଶୋର ରାଉତ, ଡିଭିଜନ ର ବରିଷ୍ଠ କିରାନି ଦୀପକ କୁମାର ବାରିକ, ନୀଳକଣ୍ଠ ସାହୁ, ସୁନୀଲ କୁମାର ନାୟକ, ବଳରାମ ମଣ୍ଡଳ, ଗୌତମ ମଲ୍ଲିକ, ଚନ୍ଦନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More