ଟଟା ପାୱାର କର୍ମଚାରୀଙ୍କ ପାଇଁ କୋଡ଼ିଡ ଟିକାଦାନ ଶିବିର ଆୟୋଜିତ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ପ୍ଲାନ ଇଣ୍ଡିଆ ଏମରାଇଟ ପ୍ରୋଜେକ୍ଟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଉଦ୍ୟମରେ ଟାଟା ପାଞ୍ଵାର କର୍ମଚାରୀ ଙ୍କୁ କୋଭିଡ ଟିକା ଦାନ କରାଯାଇଥିଲା। ଉକ୍ତ ଟିକା ଦାନ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଓ ଡିପିଏମ୍ ରୁପକ କୁମାର ମହାପାତ୍ର ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଟାଟା ପୱ୍ୱାର ର ଏସିଡିଓ ନରେଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ ପ୍ଲାନ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ସଂଜିତ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ I ଟିକା ମିତ୍ର ଦିବ୍ୟ ରଂଜନ ,ସମିକ୍ଷା , ଲୋପାମୁଦ୍ରା ଙ୍କ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ମିତା ଏବଂ ସଲିମ ମଧ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ଏହି କାର୍ଯ୍ୟକ୍ରମରେ ୧୧୦ ଜଣ କର୍ମଚାରୀ ଟିକା ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରିନ ଗୋଲ ଏବଂ ରିସ୍ତା ତରଫରୁ ପାଣି, ସାନିଟାଇଜର , ମାସ୍କ ଏବଂ ବିସ୍କୁଟ ମଧ୍ୟ ବଣ୍ଟନ କରାଯାଇଥିଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More