ଝାରସୁଗୁଡା ଆତ୍ମହତ୍ୟା ମାମଲା : ମେଡିକାଲରେ ମା ଓ ସାନ ଝିଅଙ୍କ ମୃତ୍ୟୁୁ

13

Get real time updates directly on you device, subscribe now.

ଝାରସୁଗୁଡା ( ସଂଘର୍ଷ ମିଡିଆ ) : ସାନ ଭାଇର ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଦୁଇଜଣ ହେଲେ ସାନ ଝିଅ ପିଙ୍କି ବିଶ୍ବାଳ ଓ ମା ପୁଷ୍ପାବତୀ ବିଶ୍ବାଳ । ଏମାନଙ୍କ ଭିତରୁ ପିଙ୍କିଙ୍କର ଗତକାଲି ରାତିରେ ଓ ପୁଷ୍ପାବତୀଙ୍କର ଆଜି ସକାଳୁ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଗତକାଲି ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବଡ ଭାଇ ଶ୍ରୀକାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More