ଝାରସୁଗୁଡାରେ ଆଜି ୩୧ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି

34

Get real time updates directly on you device, subscribe now.

ଝାରସୁଗୁଡା ( ସଂଘର୍ଷ ମିଡିଆ ) : ଝାରସୁଗୁଡା ଜିଲାରେ ଆଜି ପୁଣି ନୂଆ ୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଶନିବାର ଜଣାପଡ଼ିଛି । ଫଳରେ ଜିଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ପୌର କର୍ମଚାରୀ ରହିଛନ୍ତି । ଏହି କର୍ମଚାରୀମାନେ ବିଭିନ୍ନ ସଙ୍ଗ ରୋଧ କେନ୍ଦ୍ର ଦାୟିତ୍ୱରେ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More