ଝଞ୍ଜାଳପୁର ବଟ ଗୋସ୍ୱାମୀଙ୍କ ପୀଠରେ ୧୨୫ତମ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଣ୍ଟାପଡା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ପଞ୍ଚସଖାଙ୍କ ଆବିର୍ଭାବ ସ୍ଥଳୀ ଠାରେ ଆନୁମାନିକ 1890 ମସିହାରୁ ଶ୍ରୀ ଶ୍ରୀ ରାଧାଶ୍ୟାମ ବାବା ମହାରାଜଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯଜ୍ଞ ତାଙ୍କର ପଞ୍ଚମ ପିଢିର ଶିଷ୍ୟ ଶ୍ରୀ ନିଗମାନନ୍ଦ ବାବାଙ୍କ ଉପସ୍ଥିତିରେ ଆଜି ପୂର୍ଣାହୁତି ଦିଆଯାଇଛି । ଯଜ୍ଞଟି ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଅଷ୍ଟମ ଦିନରେ ଶେଷ ହୋଇଛି ।ଅଞ୍ଚଳର ସର୍ବ ପୁରାତନ ଯଜ୍ଞର ମାନ୍ୟତା ହାସଲ କରିଥିବା ଏହି ଯଜ୍ଞ ଯଜ୍ଞକର୍ତା ସରୋଜ କୁମାର ଦାସଙ୍କ କର୍ତ୍ତୃତ୍ୱ ରେ ଓ ବର୍ଷିୟାନ ପଣ୍ଡିତ ମଧୁସୂଦନ ମିଶ୍ରଙ୍କ ପୌରହିତ୍ୟି ରେ ଯଜ୍ଞ ଟି ସମାପ୍ତ ହୋଇଛି ,ଆଞ୍ଚଳିକ ଯଜ୍ଞ କମିଟି ମେମ୍ବର ଗିରିଶ୍ଚନ୍ଦ୍ର ଦାସ,ସଂଧ୍ୟାରଣୀ ଦାସ,ପ୍ରଶାନ୍ତକୁମାର ଦାସ ,ପ୍ରଦୀପ୍ତ କୁମାର ଦାସ ,ସଂଯୁକ୍ତକୁମାର ଦାସ ପ୍ରମୁଖ ଓ ଗ୍ରାମବାସୀଙ୍କ ସହଯୋଗରେ ଯଜ୍ଞଟି ସୁରୁଖୁରେ ପରିଚାଳିତ ହେଉଥିଲା। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More