ଜୈନିକ ଯାତ୍ରୀ, ଗୁମାସ୍ତାଙ୍କୁଠୁ ପଇସା ନେବା ଅଭିଯୋଗରେ ସସପେଣ୍ଡ ହେଲେ ସିପାହୀ

13

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଆଜି ଜଗନ୍ନାଥ ମନ୍ଦିରର ପଶ୍ଚିମଦ୍ୱାରରେ ସୁଭାଶିଷ ଦାସ ସିପାହୀ ଜୈନିକ ଯାତ୍ରୀ, ଗୁମାସ୍ତାଙ୍କୁଠୁ ପଇସା ନେବା ଅଭିଯୋଗରେ ପୁରୀ ଆରକ୍ଷୀ ଅଧିକ୍ଷକ ତାଙ୍କୁ ତତକ୍ଷଣାତ ସସପେଣ୍ଡ କରିଛନ୍ତି | ତତସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଶୀଲ ମିଶ୍ର ଏବଂ ଜଗନ୍ନାଥ ମନ୍ଦିର ସୁରକ୍ଷା ଅଧିକାରୀ ଶ୍ରୀ କୌଶିକ ନାୟକଙ୍କୁ ସମ୍ପୂର୍ଣ ତଥ୍ୟ ଦେବାକୁ ନିର୍ଦେଶ ଦେଇଛନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More