ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ପରିକ୍ରମା

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ଆଜି ନବରଙ୍ଗପୁର ଜିଲ୍ଲାପାଳ କାର୍ଯାଳୟ ନିକଟରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ଜିଲ୍ଲାର ଦଶ ଗୋଟି ବ୍ଲକ୍ ପରିକ୍ରମା କରି ଶିକ୍ଷା ସଚେତନତା ର ବାର୍ତ୍ତା ପ୍ରସାର ପ୍ରଚାର କରିବ । ଏବଂ ସ୍କୁଲ ଯାଉ ନଥିବା ଛାତ୍ର, ଛାତ୍ରୀ ମାନଙ୍କୁ କିପରି ପୁନର୍ବାର ସ୍କୁଲ ଯିବେ ସେ ସମ୍ପର୍କ ରେ ସଚେତନ କରାଯିବାର ମୂଳ ଲକ୍ଷ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଏହି ଅବସରରେ ପୂର୍ବାହ୍ନଘ ୯.୩୦ ମିନିଟ ସମୟର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଛି । ଏହି ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ ନାଗ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ପ୍ରମୁଖ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More