ଜିଲ୍ଲା ବୁଦ୍ଧିଜୀବି ଓ ଭାଷା ଭାବନା ଅନୁଷ୍ଠାନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସ୍ୱତନ୍ତ୍ର ସଂମ୍ମାନ

20

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ପୌରପରିଷଦ କାର୍ଯ୍ୟଳୟ ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପୋୖର ନିର୍ବାହୀଅଧିକାରୀ ବିମଳ କୁମାର ଲେଙ୍କା, ପୌରପରିଷଦ କୋଭିଡ ଅଧିକାରୀ ଡ଼ ସରୋଜ ଷଡଙ୍ଗୀ ସମେତ ସମାଜବିକାଶ ମିଶନର କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ହିସାବରେ ସ୍ୱତନ୍ତ୍ର ସମ୍ମାନରେ ଜିଲ୍ଲାର ବୁଦ୍ଧି ଜୀବୀ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ପରେ ଭାଷାଭାବନ ଓଡିଶା ଏବଂ ବାଙ୍କୀ ଆଞ୍ଚଳିକ ଯୁବ ପରିଷଦ ବାଙ୍କୀ କଟକଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସମାଜସେବୀ ପ୍ରଦୀପ୍ତ ମିତ୍ର ଓ ସମାଜ ବିକାଶ ମିଶନର କର୍ମକର୍ତ୍ତାଙ୍କୁ ଭାଷା ଗୌରବ ଓ ସ୍ୱତନ୍ତ୍ର କୋଭିଡ ଯୋଦ୍ଧା ୨୦୨୦ ସଂମ୍ମାନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦୀପକ ମହାନ୍ତି, ଦୁର୍ଯ୍ୟୋଧନ ମହାରଣା,ଭାଷା ଭାବନା ଓଡିଶା ର ପ୍ରତିଷ୍ଠାତାକବି ଓ କଥାକାର ସୁକାନ୍ତ କୁମାର ପ୍ରଧାନ, ଶିକ୍ଷାବିତ ତଥା ଡିଭାଇନ ଇଣ୍ଟିଗ୍ରୀଟ ସ୍କୁଲର ଅଧଖ୍ୟା ହରପ୍ରସନା ରାଉତ,ସନ୍ୟାସୀ ବୈରାଗୀ ଚରଣ ଦାସ,ଆଞ୍ଚଳିକ ଯୁବପରିସଦର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More