ଜିଲ୍ଲା ପରିଷଦଙ୍କ ଉନ୍ମତ କାଣ୍ଡ, ମହିଳାଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ତୁ କଣ ଜାଣିନୁ ମୋ ବିନା ଅନୁମତିରେ କରଞ୍ଜ ପଞ୍ଚାୟତରେ ପତ୍ରଟିଏ ହେଲେନି, ତୋର ଏତେ ସାହସ ହେଲା କେମିତି ମୋତେ ପଚାରିବାକୁ ଜଣେ ମହିଳାଙ୍କୁ ଫୋନ ମାଧ୍ୟମରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିଲେ ପ୍ରଭାବ ଶାଳି ରାଜନେତା । ଗାଁକୁ ଏଥର ଆସିଲେ ତୋତେ ଦେଖିଦେବି ବୋଲି ଫୋନ ମାଧ୍ୟମରେ ଦେଲେ ମହିଳାଙ୍କୁ ଧମକ । ଜଣେ ପ୍ରଭାବଶାଳୀ ଜିଲ୍ଲା ପରିଷଦ ସଭ୍ୟ ନିଜର ମାନବିକତା ଭୁଲିଗଲେ କେମିତି ପଦ ପଦବିରେ ଥାଇ ଜଣେ ମହିଳା ଙ୍କୁ ନ୍ୟାୟ ଦେବା ବଦଳରେ ଫୋନ୍ ମାଧ୍ୟମରେ ଦେଲେ ଅଶାଳୀନ ଭାଷାରେ ଦେଲେ ଧମକ । ଏହିଭଳି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କରଞ୍ଜ ପଞ୍ଚାୟତ ଗ୍ରାମରେ । ଏହି ଭଳି ଅସଭ୍ୟ ଅନୁତପ୍ତ ଓ ମାନସିକ ବିକାର ଗ୍ରସ୍ତ ବିବେଚିତ ଜିଲ୍ଲା ପରିଷଦ ସଭ୍ୟ 20 ନମ୍ବର ଯୋନ୍ ।ଅଡିଓ ଶୁଣି ସାରିବା ପରେ ।ଜଣେ ମହିଳାଙ୍କୁ କିଭଳି ଭାବରେ ଜଣେ ଜିଲ୍ଲା ପରିଷଦ ସଦସ୍ଯ ଜଣେ ଅକଥନୀୟ ବେବହାର କରୁଛନ୍ତି ଏଭଳି ଜିଲ୍ଲା ପରିଷଦ ଙ୍କୁ ଲୋକେ କଣ ଭାବିବେ । ଏହି ଭଳି ଜିଲ୍ଲା ପରିଷଦଙ୍କ ବିରୁଦ୍ଧ ରେ ମାର୍ଶାଘାଇ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ମୁତିବାକୁ ମୁଳୁଛି କିଭଳି ଜଣେ ଅଭିଗ୍ୟ ରାଜନେତା ପଦ ପଦପିରେ ଥାଇଁ ମଧ୍ୟ ନିଜର ହିତ ହାତ ଗ୍ୟାନ ଭୁଲିଜାଇଁ ଫୋନ୍ ମାଧ୍ୟମରେ ଜଣେ ମହିଳା ଙ୍କୁ କିଭଳି ଅଶଭ୍ୟ ଭାସା ସହିତ ଅକଥନୀୟ ବେବହାର କରି କହୁଛନ୍ତି ଜିଲ୍ଲା ପ୍ରରିଶଦ ସଭ୍ୟ । ଏହି ଅଡିଓ ଏବେ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ନାରିକୁ ସମ୍ମାନ କିଭଳି ଭାବରେ ଜଣେ ଜିଲ୍ଲା ପରିଷଦ ସଭ୍ୟ ଫୋନ୍ ମାଧ୍ୟମରେ ଦେଉଛନ୍ତି ଧମକ । ସଭିଏ ସୁଣନ୍ତୁ। ମାର୍ଶାଘାଇ ଥାନାରେ ମହିଳା ଜଣଙ୍କ ଅଭିଯୋଗ କରି ନ୍ୟାୟ ଭିକ୍ଷା ପାଇଁ ଚାହିଁ ବସିଥିବା ବେଳେ ଥାନା ବାବୁ ମହିଳା ଙ୍କୁ କିଭଳି ନ୍ୟାୟ ଦେଉଛନ୍ତି । ନା ଜିଲ୍ଲା ପରିଷଦ ନିଜର କ୍ଷେମତା ବଳରେ ଥାନା ବାବୁଙ୍କୁ ହାତ ବାରିଶି କରି ଖସିଜାଉଛନ୍ତି । ଏଣେ ସାରା ମହିଳା ସମାଜ ଥାନା ବାବୁ ଙ୍କ କଲମକୁ ଚାହିଁ ବସିଛନ୍ତି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More