ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବେଞ୍ଚ ମାର୍କ ଭେଲ୍ୟୁ ବୃଦ୍ଧି ନେଇ ଓକିଲ ଓ ଜନସାଧାରଣଙ୍କ ପ୍ରତିବାଦ

58

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାଞ୍ଚ ମାର୍କ ଭେଲ୍ୟୁ ବୃଦ୍ଧି ପ୍ରତିବାଦରେ ଓକିଲ ଓ ଜନସାଧାରଣ ପ୍ରତିବାଦ କରିଛନ୍ତି।ବେଞ୍ଚମାର୍କ ଭେଲ୍ୟୁ ବହୁତ ବଢ଼ାଇ ଦେଇଛନ୍ତି।ତାକୁ ବିରୋଧ କରି ତାକୁ କମାଇବା ପାଇଁ ପ୍ରତିବାଦ କରାଯାଇଛି। ସରକାରଙ୍କ ନିୟମ ଅନୁଯାୟୀ ତାହା କରାଯାଉ ବୃଦ୍ଧି କରାଗଲେ ପ୍ରତିବାଦ କରାଯିବ।ଏହି ବେଞ୍ଚ ମାର୍କ ଭେଲ୍ୟୁସନ ବୃଦ୍ଧି ଦ୍ବାରା ରେଜିଷ୍ଟର ଭେଲ୍ୟୁସନ କିଣିବା ଲୋକ ବିକିବା ଲୋକ ଉପରେ ପ୍ରଭାବ ପଡିବ ଓ ଯାହା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବେ ବୋଲି ପ୍ରକାଶ କରିଛନ୍ତି। ରେଜିଷ୍ଟ୍ରେସନ ଭେଲ୍ୟୁସନ କମାଇବାକୁ ପଡିବ।ଏହି ବିଷୟରେ ନିବନ୍ଧକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଗୁରୁତ୍ୱ ଦେଉନଥିଲେ ତେଣୁ ଏହି ପ୍ରତିବାଦ କରାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More