ଜିଲ୍ଲା କୋର୍ଟରେ ଭରର୍ଚୁଆଲ ମୋଡ଼ରେ ହାଇ କୋର୍ଟ ବିଚାରପତିଙ୍କ ଦ୍ବାରା ପେପର ଲେସ କୋର୍ଟର ଶୁଭ ଉଦଘାଟନ

31

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜଜ କୋର୍ଟରେ କାଗଜ ବିହନ କୋର୍ଟର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ହାଇ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଆଭାସି ମାଧ୍ୟମରେ ଏହି କାଗଜ ବିହୀନ କୋର୍ଟର ଶୁଭାରମ୍ଭ କରିଥିବା ବେଳେ ଗଜପତି ଜିଲ୍ଲା କୋର୍ଟର ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି କାଗଜ ବିହନ ଅଦାଲତ ଖୋଲିବା ଫଳରେ ଲୋକମାନେ ଅନଲାଇନ ମାଧ୍ୟମରେ ଆଇନ ସେବା ପାଇ ପାରିବେ ଏହା ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହୋଇ ପାରିବ ବୋଲି ଜଣା ପଡ଼ିଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋର୍ଟର ରେଜିଷ୍ଟର ସତ୍ୟବ୍ରତ ରାଣାଙ୍କ ସମେତ ଜିଲ୍ଲା ଓକିଲ ସଂଘର ସଭାପତି ସିଧେଶ୍ୱର ମିଶ୍ର, ସମସ୍ତ ବିଚାରପତି ଓ ଓକିଲ ପ୍ରମୁଖ ଉପସ୍ଥିତ ଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More