ଜିଲାନ୍ସ ପଞାରେ ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ

14

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଭିଜିଲାନ୍ସ ଜାଲରେ ଭଦ୍ରକ ସାଳନ୍ଦୀ ଡିଭିଜନର ଅଧିକ୍ଷକ ଯନ୍ତ୍ରୀଙ୍କ ଭଦ୍ରକ ବାଇପାସରେ ଥିବା ଅଫିସ ଏବଂ ହେଡ ପୋଷ୍ଟ ଅଫିସ ପାଖରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ. ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ .ଠିକା ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଗଛିତ ରଖି ପ୍ରତି ସପ୍ତାହରେ ତାଙ୍କ ଭିଣୋଇ ହାତରେ ଟଙ୍କା ପଠାଇ ଥାନ୍ତି ଆଜି ତାଙ୍କ ଭିଣେଇ ହାତରେ ଟଙ୍କା ଆଟାଜି ଦେଉଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା . ଭିଜିଲାନ୍ସ ଏସପିଙ୍କ ନିର୍ଦେଶ କ୍ରମେ ଭିଜିଲାନ୍ସ ବିଭାଗର ଏକ 4 ଜଣିଆ ସ୍ଵତନ୍ତ୍ର ଟିମ୍ ପକ୍ଷରୁ 5ଟି ସ୍ଥାନରେ ଏହି ଚଢାଉ କରାଯାଇଛି. ତାଙ୍କର ଖଇରାରେ ଥିବା ଗାଁ ଏବଂ ସୋରରେ ଥିବା
ଶ୍ୱଶୁର ଘରେ ଚଢାଉ କରାଯାଉଥିବା ନେଇ ସୂଚନା. ତାଙ୍କ ନିକଟରୁ 5 ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଅଧିକ୍ଷକ ଯନ୍ତ୍ରୀଙ୍କ ସହ ତାଙ୍କ ଭିଣୋଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More