ଜାଲ ପଞ୍ଜିକରଣ ସହ ଜାଲ ଭାଉଚର କରି ଦିଦି ଖାଇଗଲେ ବର୍ଷ ବର୍ଷର ଅଣ୍ଡା ଛତୁଆ

24

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : -: ମାର୍ଶାଘାଇ ସମନ୍ୱତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ଥିବା ବିଲବଳରାମ ଖ ଅଙ୍ଗନୱାଡି କେନ୍ଦ୍ର ରେ ଦୃନୀତି ଅଭିଯୋଗ l ବିଲବଳରାମ ପୁର ଖ ଅଙ୍ଗନୱାଡି କେନ୍ଦ୍ର ର ନିଜସ୍ୱ ଘର ନ ଥିବାରୁ ଅଙ୍ଗନୱାଡି କର୍ମୀ ସ୍କୁଲ ଘରେ କେନ୍ଦ୍ର ନ ଚଳାଇ ନିଜ ଘରେ କେନ୍ଦ୍ର ଚଳାଉ ଛନ୍ତି l ଯାହା ଦୃନୀତି କୁ ପ୍ରଶୟ ଦେଉଥିବା ଶୁଣିବାକୁ ମିଳୁ ଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର କୁ ସରକାର ଙ୍କ ତରଫରୁ ଗର୍ଭବତୀ, ପ୍ରସୂତି ଓ କୋମଳମତି ଶିଶୁ ମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ କୁ ଚଞ୍ଚକତା ର ସହ ହେରଫେର କରି ଅଙ୍ଗନୱାଡି କର୍ମୀ ଗୋଟେ ପିତା ମାତା ଙ୍କ ଗୋଟିଏ ଝିଅ ର ନାମକୁ ଦିନି ବର୍ଷ ଧରି ଜନ୍ମ ପଞ୍ଜିକରଣ କରିବା ସହ ଅଧିକ ଉପସ୍ଥାପନ ଓ ଜାଲ ଛତୁଆ ଭାଉଚର RTI ତଥ୍ୟ ମାଧ୍ୟମରେ ମଗାଯାଇଥିବା ତଥ୍ୟ ସ୍ପଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ସୂଚନା କର୍ମୀ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More