ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ

37

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) : ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜାତୀୟ କନ୍ୟାସନ୍ତାନ ଦିବସ ପାଳିହୋଇଯାଇଛି । ଏଥିରେ ସାଲେପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ମହାପାତ୍ର ଓ ଚନ୍ଦ୍ରାଦେଇପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଅନିଲ କୁମାର ଦାସ ଯୋଗଦେଇଥିଲେ।ଏଥିରେ ବାଲ୍ୟବିବାହ ର କୁପରିଣାମ ସମ୍ପର୍କରେ ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ କିଶୋରୀ ମାନଙ୍କୁ ପରାମର୍ଶ ଦେଇ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ପ୍ରତି ଗ୍ରାମରେ ଦଶଜଣଙ୍କୁ ଏ ସମ୍ପର୍କରେ ସଚେତନ କରାଇବାପାଇଁ ପରାମର୍ଶ ଦେଇଥିଲେ।
ସାଲେପୁରରୁ ନାରାୟଣ ଭୂୟାଁଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More