ଜଳଛତ୍ର ସ୍ଥାପନ

45

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : ଜଳହଁ ଜୀବନ ,ବର୍ତ୍ତମାନ ରୁଦ୍ରତାପରେ ସିଝୁଛି ପଶ୍ଚିମ ଓଡ଼ିଶା । ଗାଁ ଗାଁରେ ଜଳକ୍ଲିଷ୍ଟ ଏପରି ପରିସ୍ଥିତିରେ ଆଜି ସଦର ବ୍ଳକ ଅନ୍ତର୍ଗତ ତଳ ବେଲଗାଁ ଗ୍ରାମପଞ୍ଚାୟତର ଚାନ୍ଦିଲି ଛକଠାରେ ଏକ ଜଳଛତ୍ର ସରପଞ୍ଚ ଶ୍ରୀମତୀ ଅଙ୍କିତା ବେହେରାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି।।ସରପଞ୍ଚଙ୍କ ଏହି ପଦକ୍ଷେକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More