ଜଗନ୍ନାଥ ମହାପ୍ରଭୁଙ୍କୁ କେକ୍ ବନେଇ ଖଣ୍ଡ ଖଣ୍ଡ କରି କାଟି ଖାଇଲେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ସଦଶ୍ୟ ବୃନ୍ଦ

16

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ) : କଟକ ସହରରେ ଦେଖାଯାଇଛି ଏକ ଅଭାବନୀୟ ଦୃଶ୍ୟ । ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ସଦଶ୍ୟ ମାନେ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କେକ୍ ବନେଇ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଖାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହଁ ଦର୍ଶକ ବନ୍ଧୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶହ ଶହ ଓଡିଆଙ୍କ ଆରାଧ୍ୟ ଠାକୁର । ସେ ହେଉଛନ୍ତି ଭାବ ଓ ଭକ୍ତିର ଠାକୁର । ଏଭଳି ବର୍ବର କାଣ୍ଡ ହିନ୍ଦୁ ଭାବ ଓ ଭକ୍ତି ଉପରେ କୁଠାର ଘାତ ଭଳି ମାନେ ହୁଏ । ଆସନ୍ତୁ ଶୁଣିବା ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟନାୟକ କଣ କହୁଛନ୍ତି । ହଁ ଦର୍ଶକ ବନ୍ଧୁ ଏସବୁ ବିଷୟ ଆଦୌ ଗ୍ରହଣୀୟ ନୁହେଁ ଆଜ୍ଞା । ଜୟ ଜଗନ୍ନାଥ । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More