ଜଗତ୍‍ସିଂହପୁର : ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

12

Get real time updates directly on you device, subscribe now.

ଜଗତ୍‍ସିଂହପୁର ( ସଂଘର୍ଷ ମିଡିଆ ) : କରୋନା ପଜିଟିଭ୍‍ ତାଲିକାରେ ଜଗତ୍‍ସିଂହପୁର ଜିଲ୍ଲା ସାମିଲ୍‍ ହେବା ପରେ ଜିଲ୍ଲାରୁ ଗୁରୁବାର ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଜିଲ୍ଲାର ନାଉଗାଁ ବ୍ଲକ୍‍ରୁ ୪ ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ । ଏମାନେ ସମସ୍ତେ ସୁରଟ ପେରନ୍ତା ବୋଲି ଜଣାପଡିଛି। ସେଥିମଧ୍ୟରୁ ୩ ଜଣ ଗୋଟିଏ ପରିବାରର ହୋଇଥିବାବେଳେ ଅନ୍ୟ ଜଣେ ତାଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସମସ୍ତଙ୍କୁ ଭୁବନେଶ୍ୱରର ଏକ କୋଭିଡ୍‍-୧୯ ହସ୍ପିଟାଲ୍‍କୁ ଚିକିତ୍ସାପାଇଁ ପଠାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More