ଜଗତସିଂହପୁର ଫଟୋ-ଭିଡିଓ ଆଣ୍ଡ୍ ମଲ୍ଟିମିଡିଆ ଆସୋସିଏସନ୍ ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

15

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଫଟୋଗ୍ରାଫିକ୍ ଆସୋସିଏସନ୍ ଅଫ ଓଡିଶା , ପାଓ ର ସହ ସଂପାଦକ ମିଥୁନ୍ କୁମାର ଜେନା ଏଵଂ ଜଗତସିଂହପୁର ଫଟୋ ଭିଡିଓ ଆଣ୍ଡ୍ ମଲ୍ଟିମିଡିଆ ଆସୋସିଏସନ୍ , ଜେପିଭିଏମ୍ଏ ର ସଭାପତି ଶ୍ରୀନିବାସ ସାହୁ ଓ ଜିଲ୍ଲା ସଂଯୋଜକ ଚକ୍ରଧର ମଲ୍ଲିକ ଙ୍କ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲାରେ ମିଳିତ ସଭ୍ୟ ଙ୍କ ସହଯୋଗ ରେ ନାଉଗାଁ ବ୍ଲକ ନିକଟସ୍ଥ ଆଶ୍ରା ଜରାଶ୍ରମ ରେ ଦିବା 11 ଘଟିକା ସମୟରେ ଶୁଖିଲା ଖାଦ୍ୟ ସେଓ, ବିଷ୍କୁଟ୍ ବଣ୍ଟନ କରାଯାଇଥିଲା ଏବଂ ଅପରାହ୍ନ 3 ଘଟିକା ସମୟରେ ଆସୋସିଏସନ ର ସଂପାଦକ ରାଜକିଶୋର ପ୍ରଧାନ ଏବଂ ଅନ୍ୟାନ୍ୟ ସଭ୍ୟ ଯଥା :- ଏଆରଭି ରିଙ୍କୁ , ଗୌତମ ଦାସ , ବ୍ରଜକିଶୋର ଦାସ, ମନୋରଞନ ଦାଶ , ସୁଵାସିସ୍ ଜେନା , ରଶ୍ମି ରଞନ ସାହୁ , ପ୍ରକାସ ସାମଲ ,ଦେବଜ୍ୟୋତି ମହାନ୍ତି , ଶ୍ରୀକାନ୍ତ ମହାନ୍ତି ,କୁନା ବାରିକ , ଗୁଗୁଲି , କାଳିଆ , ହାଡୁ , ସନିଆ , ତପୁ , ବାନା , ରିଙ୍କୁ , ଜଗା , ଦିପା ନାନା , ବିଟୁ , ପ୍ରଦିପ୍ତ , ତାପସ , ଆକାଶ ପ୍ରମୁଖଙ୍କ ଦ୍ୱାରା ବାଲିକୁଦା ବଜାର ନିକଟସ୍ଥ ମା ଥାନପତି ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା ଓ ପରେ ପରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଉପସ୍ଥିତ କ୍ରମେ କେକ୍ କାଟି ବିଶ୍ୱ ଫଟୋଗ୍ରାଫି ଦିବସକୁ ପାଳନ କରାଯାଇଥିଲା । ସେଷରେ ସଂପାଦକ ରାଜକିଶୋର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More