ଛେଣ୍ଡ କଲୋନୀ ସ୍ଥିତ ଭିଏସଏସ ମାର୍କେଟର ସମ୍ପୁର୍ଣ ମରାମତି କାର୍ଯ୍ୟର ଶୁଭାରମ୍ଭ

16

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ବହୁଦିନର ଦାବିକୁ ପ୍ରଶାସନ ଗ୍ରହଣ କରି, ଆରଏମସି ତରଫରୁ ଛେଣ୍ଡ କଲୋନୀ ସ୍ଥିତ ଭିଏସଏସ ମାର୍କେଟର ସମ୍ପୂର୍ଣ ମରାମତି କାର୍ଯ୍ୟ 71ଲକ୍ଷ୍ୟ ଟଙ୍କା ବୟରେ କରାଯିବା ପାଇଁ ରାଉରକେଲାର ଲୋକପ୍ରିୟ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା l ମାର୍କେଟର ସଭାପତି ଶ୍ରୀ କାବୁଲି ପ୍ରତିହାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଶୁଭ ଆରମ୍ଭ କରି ଥିଲେ l ମାର୍କେଟ କାର୍ଯ୍ୟକୁ ଅତି ନିଷ୍ଠାର ସହିତ ଭଲ ଭାବରେ କରିବା ପାଇଁ ଠିକାଦାରଙ୍କୁ ଉପଦେଶ ଦେଇ ଦୋକାନୀ ଭାଇମାନଙ୍କୁ ସହଯୋଗ କରିବାସହିତ ତଦାରଖ କରିବା ପାଇଁ ନିବେଦନ କରିଥିଲେ l କାର୍ଯ୍ୟକ୍ରମରେ ଜୟନ୍ତ କୁମାର ମିଶ୍ର, ଜର୍ଜ ଆନନ୍ଦ, ଦେବନନ୍ଦନ ତ୍ରିପାଠୀ, ଅକ୍ଷୟ ଜେନା, ପ୍ରେମା ବଡ଼lଇକ, ପ୍ରତାପ ଦାସ, ମନୋଜ ପଣ୍ଡା, ପ୍ରତାପ ସାହୁ, ବିଶ୍ୱନାଥ ଦାସ, ପ୍ରଦୀପ ଦାସ, କାଶୀନାଥ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More