କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନଖରା ଗଡା ବ୍ୟାଙ୍କ ଅଫ ବରୋଦା ସାମ୍ନାରେ ନିଆଳି ମେନ ରୋଡ ଉପରେ ଏକ ଅଟୋ ରାସ୍ତା କଡରେ ଛିଡା ହୋଇଥିଲା।ଅଟୋରେ କେହି ନଥିଲେ। ନିଆଳି ଆଡୁ ଆସୁଥିବା ଏକ ପାସେଞ୍ଜର ନେଇ ଆସୁଥିବା ଅଟୋ ପଛପଟୁ ଧକା ଦେଲା। ଅଟୋରେ ବସିଥିବା ପାସେଞ୍ଜରଙ୍କର ଗୋଡ଼ ଏବଂ ମୁଣ୍ଡରେ ଆଘାତ ଲାଗିଛି। ଅଟୋ ଚଳାଉଥିବା ଡ୍ରାଇଭରଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗି ମୁଣ୍ଡ ଫାଟିଯାଇଛି । ସ୍ଥାନୀୟ ଲୋକଙ୍କ ସହାର୍ଯ୍ୟରେ ଆହତ ଲୋକମାନଙ୍କୁ ଅଟୋ ସହାର୍ଯ୍ୟରେ ମେଡିକାଲ ପଠାଯାଇଛି । କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।