ଚୌଦ୍ୱାର ( ସଂଘର୍ଷ ମିଡିଆ ) : ସଡକ ସୁରକ୍ଷା ମାସ ଅବସରରେ କଟକ କମିଶନର ପୋଲିସ ଚୌଦ୍ୱାର ଥାନା ପକ୍ଷରୁ ଗାନ୍ଧିଛକ ଛକ ନିକଟରୁ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଓ ACP ଅମେରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ବାଇକ ରାଲିରେ ଚୌଦ୍ୱାର ନଗର ବୁଲି ସଡକ ସୁରକ୍ଷାର ବାର୍ତା ପ୍ରଚାର କରିଥିଲେ। ବିଭିନ୍ନ ଛକରେ ରୋଡ କ୍ୟାମ୍ପେନ କରା ଯିବା ସହ ହେଲମେଣ୍ଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଓ ନ ପିନ୍ଧିଥିବା ଲୋକଙ୍କୁ ହେଲମେଣ୍ଟ ବଣ୍ଟନ କରାଜାଇଥିଲା