ଚୋରା ମଦ ଜବତ,୧ ଗିରଫ

13

Get real time updates directly on you device, subscribe now.

ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ସିଂସାରୀ ଫାଣ୍ଡି ଅଧିନ ବିଭିନ୍ନ ଗ୍ରାମରେ ସୋମବାର ଡାବୁଗାଁ ପୋଲିସ ଚଢାଉ କରି ୧୦ ଲିଟର ଦେଶୀ ମଦ ଜବତ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ସିଂସାରୀ ଫାଣ୍ଡି ଅଧିନ ସିଂସାରି ଗ୍ରାମରେ ଚୋରା ମଦ ବିକ୍ରି କରିବା ସମୟରେ ଡାବୁଗାଁ ପୋଲିସ ଚଢାଉ କରି ୧୦ ଲିଟର ଚୋରା ଦେଶୀ ମଦ ଜବତ କରିଛି | ଏଥିରେ ସମ୍ପୃକ୍ତ ମଙ୍ଗଳ ପୂଜାରୀ (୩୫) ଙ୍କୁ ଗିରଫ କରିଛି | ପରେ ତାଙ୍କୁ ନୋଟିସ ଦେଇ ଛାଡି ଦିଆଯାଇଛି | ଏନେଇ ଥାନା କେସ ନଂ ୭୩/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଙ୍କ ତତ୍ଵାବଧାନରେ ଏଏସଆଇ ବିଜୟ କୁମାର ସାହୁ ଓ ସିଂସାରୀ ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ ହାଲୱା ଙ୍କ ସମେତ ପୋଲିସ କର୍ମଚାରୀ ମାନେ ଚଢାଉ କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More