ଚିତ୍ରତୋଳା ନଦୀରୁ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

12

Get real time updates directly on you device, subscribe now.

କଟକ(ସଂଘର୍ଷ ନୀଉଜ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଚିତ୍ରତୋଳା ନଦୀରୁ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର | ସ୍ଥାନୀୟ ଲୋକେ ଆଜି ସକାଳୁ ଏଇ ଶବକୁ ନଦୀରେ ଭାସୁଥିବାର ଦେଖି ନେମାଳ ଥାନାରେ ଜଣାଇଥିଲେ ଘଟଣା ସ୍ଥଳରେ ନେମାଳ ଥାନା ପୋଲିସ ପହଂଚି ଶବ କୁ ପାଣିରୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇଥିଲେ| କେଉଁ କାରଣ ପାଇଁ ଲୋକଟି ନଦୀକୁ ଡେଇଁଛି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପାଣିରେ ଶବଟିକୁ ଭାସୁଥିବାର ଦେଖି ସ୍ଥାନୀୟ ପୋଲିସିକି ଖବର ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More