ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିପାରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ

15

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆଉ ଦୁଇ ସପ୍ତାହ ଅର୍ଥାତ୍ ୧୪ ଦିନ ବଢ଼ିପାରେ ଲକ୍ଡ଼ାଉନ ଅବଧି । ଆଜି ଏ ସମ୍ପର୍କରେ କେନ୍ଦ୍ର ସରକାର ଯେ କୌଣସି ମୁହୂର୍ତ୍ତରେ ଘୋଷଣା କରିପାରନ୍ତି । ୧୪ ଦିନ ଲକ୍ଡ଼ାଉନ ଅବଧି ବଢ଼ିଲେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ପୂର୍ବରୁ ପଞ୍ଜାବ ଓ ମହାରାଷ୍ଟ୍ର ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କ ରାଜ୍ୟରେ ଲକ୍ଡ଼ାଉନ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More