ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବାକୁ ନିଷେଧ ଘୋଷଣା କାଲେ ରାଜ୍ୟ ସରକାର

20

Get real time updates directly on you device, subscribe now.

ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷପ ନେଇଛନ୍ତି। ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି କିମ୍ବା ବାଣ ଫୁଟାଇବାକୁ ନିଷେଧ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥର ଦୀପାବଳି ମାଟି ଦୀପ, ମହମବତୀ ଓ ଅନ୍ୟ ଲାଇଟ୍ ଲଗାଇ ପାଳନ କରିପାରିବେ। ମାତ୍ର ବାଣ ଫୁଟାଇପାରିବେ ନାହିଁ। ନଭେମ୍ବର ୧୦ରୁ ୩୦ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More