ଚନ୍ଦନ ପୁଷ୍କରଣୀରୁ ବାହାରିଲା ୫ ଡଙ୍ଗା

15

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଗାମୀ ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରାକୁ ଲକ୍ଷରେ ରଖି ଚନ୍ଦନ ପୁଷ୍କରଣୀରୁ ୫ଟି ଡଙ୍ଗାକୁ ଭୋଇ ସେବକ ମାନେ ବାହାର କରିବାର ପରମ୍ପରା ରହିଛି । ଚନ୍ଦନଯାତ୍ରା ପରେ ନନ୍ଦା, ଭଦ୍ରା,ବୈଜନ୍ତରୀ ନାମରେ ଚନ୍ଦନ ଯାତ୍ରାରେ ବ୍ୟବହୃତ ପାଞ୍ଚଟି ଡଙ୍ଗାକୁ ପାଣିରେ ବୁଡାଇ ଦିଆଯାଇଥାଏ। ଆଜି ପରମ୍ପରା ମୁତାବକ ଏହି ସମସ୍ତ ଡଙ୍ଗାକୁ କଢାଯାଇ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୃତି କରାଯାଇଥାଏ। ଆଗାମୀ ଏପ୍ରିଲ ୨୩ ତାରିଖରେ ଅକ୍ଷୟତୃତୀୟା ଓ ଚନ୍ଦନଯାତ୍ରା। ନରେନ୍ଦ୍ର ପୁଷ୍କରଣୀରେ ୨୧ଦିନଧରି ଜଳକ୍ରୀଡା କରିବେ ମଦନମୋହନ, ଭୂଦେବୀ ଶ୍ରୀଦେବୀ ଓ ରାମକୃଷ୍ଣ ପଞ୍ଚୁପାଣ୍ଡବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More