ଘାଟି ଉପରେ ବସ ଟ୍ରକ ମୁହଁମୁହିଁ ଧକ୍କା ,୪ ଯାତ୍ରୀ ଆହତ

35

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : ଆମପାଣି ଘାଟି ରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହତ ସୁଚନା, ଜାତୀୟ ରାଜପଥ ୨୬ କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟି ରେ ଆଜି ଅପରାହ୍ନ ରେ ଭବାନୀପାଟଣା ରୁ ଜୟପୁର ଯାଉଥିବା ଏସବିଏମଏସ ନାମକ ଯାତ୍ରୀବାହୀ ବସ କୁ ବିପରୀତ ଦିଗରେ ଆସୁଥିବା ଏକ ରନ୍ଧନ ଗ୍ୟାସ ବୋଝେଇ ଟ୍ରକ ଧକ୍କା ଦେଇଥିବା ବେଳେ ବସ ର ସାମ୍ନା ପଟରେ ଥିବା କାଚ ଭାଙ୍ଗି ଯିବା ଫଳରେ କେବିନ ରେ ବସିଥିବା 4 ଜଣ ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି।ତେବେ ଟ୍ରକ ଡ୍ରାଇଭର ର ଅସାବଧାନତା ଯୋଗୁ ଦୁର୍ଘଟଣା ହୋଇଥିବା ମଧ୍ୟ ସୁଚନା ମିଲିଛି। କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More