ଘର ପୋଡି ପରିବାର ବାସହରା , ସହାୟତା ପାଇଁ ଦାବୀ

19

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଆଜି ଭୋର 3 ଘଣ୍ଟା (ବୁଧବାର ) ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରା. ପ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ମହାର୍ଗୀ ପ୍ରଧାନ, ସ୍ୱାମୀ (ମୃତ )-ସନାତନ ପ୍ରଧାନଙ୍କ ଘର ପୋଡ଼ିଯାଇଛି l ଘରର ଆସବାପତ୍ର ଇତ୍ୟାଦି ମଧ୍ୟ ନିଆଁ ଲାଗିବା ହେତୁ ପୋଡ଼ିଯାଇଛି l ନିଆଁକୁ ଆୟତ୍ତ କରିବା ପାଇଁ ବାଉଁଶୁଣି ଦମକଳ ବାହିନୀ ପହଂଚି ଆୟତ୍ତ କରିଥିଲେ l ପରିବାର ର ରହିବା ପାଇଁ ଘର କମ ଥିବାରୁ ଏବଂ ବର୍ଷା ଦିନ ହୋଇ ଥିବା ହେତୁ ପରିବାରର ସମସ୍ତ ସଦସ୍ୟ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଏଣୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାପାଇଁ ଦାବୀ ହେଉଛି l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More