ଘଣ୍ଟାପଡ଼ାର ମଙ୍ଗଳା ଛକରେ ବୌଦ୍ଧ ଆରଟିଓ ଏବଂ ଘଣ୍ଟାପଡ଼ା ପୋଲିସର ଗାଡ଼ି ମୋଟର ଯାଞ୍ଚ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ସଡ଼କ ସୁରକ୍ଷା ସପ୍ତାହ ସଚେତନ କାର୍ଯ୍ୟକ୍ରମ ପରେ ସୋମବାର ଦିନ ବୌଦ୍ଧ ଆରଟିଓ ଏବଂ ଘଣ୍ଟାପଡ଼ା ପୋଲିସର ମିଳିତରେ ମନମୁଣ୍ଡା-ସିନ୍ଧୁଗୋରା ୪୧ନଂ ରାଜ୍ୟ ରାଜପଥର ଘଣ୍ଟାପଡ଼ାର ମଙ୍ଗଳା ଛକରେ ଗାଡ଼ି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଅନେକ ଚାଳକଙ୍କ ଗାଡ଼ି ଫିଟନେସ, ହେଲମେଟ ପରିଧାନ ନକରିବା ଉପରେ ଫାଇନ କରିଥିଲେ। ଉକ୍ତ ଗାଡ଼ି ଯାଞ୍ଚରେ ବୌଦ୍ଧ ଆରଟିଓ ତରଫରୁ ଏମଭିଆଇ ଇନିସ୍ପେକ୍ଟର ଦେବାଶିଷ ନାୟକ ଓ ଟିମ୍ ସହ ଘଣ୍ଟାପଡ଼ା ଥାନାରୁ ଏଏସ୍‌ଆଇ ପବିତ୍ର ମୋହନ ସାମଲ , ଏଏସ୍‌ଆଇ ପ୍ରଦୀପ କୁମାର ବେହେରା ଓ ଟିମ ସାମିଲ ଥିଲେ । ରିପୋର୍ଟ ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More