ଗ୍ୟାଙ୍ଗରେଫ ଭିଡ଼ିଓ ଭାଇରାଲ ଘଟଣାରେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

35

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଗ୍ୟାଙ୍ଗରେଫ ଭିଡ଼ିଓ ଭାଇରାଲ ଘଟଣାରେ ଏସପି ମୁଁହ ଖୋଲିଛନ୍ତି l ଆଜି ରାତ୍ରରେ ଏସପି ବିନୀତ ଅଗ୍ରୱାଲ ଜରୁରୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l ଭାଇରାଲ ଭିଡିଓ ସହ ପୁରୀର କୌଣସି ସମ୍ପୃକ୍ତି ନାହିଁ l ଯେଉଁ ଗ୍ୟାଙ୍ଗ ରେଫ ଭିଡ଼ିଓ ଭାଇରାଲ ହୋଇଛି ଏହି ଘଟଣା ତିନି ବର୍ଷ ତଳର l ବାଙ୍ଗାଲୋର ରାମମୂର୍ତ୍ତି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More