ଗ୍ରାମ୍ୟ ଉନ୍ନୟନ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ

34

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ ) ::କଟକସଦର ଅନ୍ତର୍ଗତ କିଶନ ନଗର ତହସିଲ ଅଧିନସ୍ତ ଇସାଣିବ୍ରହ୍ମପୁରୁ ରୁ sirlo କୁ ସଂଯୋଗ କରିବା ପାଇଁ ଖେଣ୍ଟାଳୋ ଯାହାନପୁରୁ ଥିବା ଏକ ପୁରୁଣାପୋଲ କୁ ଭାଙ୍ଗି ନୂଆ ପୋଲ ଆଜିକୁ ତିନି ରୁ ଚାରିମାସ ହେବ ଗ୍ରାମ ଉନ୍ନୟନ ବିଭାଗ ର ତଦାରଖ ରେ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲା।ଦୁଖଃ ପରିତାପର ବିଷୟ କଥାରେ ଅଛି ଦୀପ ତଳ ଅନ୍ଧାର ଭଳି କଟକ ମହକୁମାର ରୁ ତିରିଶି କିଲୋମିଟର ହେବ କି ନାହିଁ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମଧୁଚନ୍ଦ୍ରିକା ହେତୁ ମାସକର କାର୍ଯ୍ୟ ଚାରି ମାସ ହେବ ଶେଷ ହେଉନାହିଁ।ଅନ୍ୟପଟେ ଏହି ପୋଲ ଉପରେ ନିର୍ଭର କରୁଥିବା ପାଞ୍ଚ ରୁ ଉର୍ଦ୍ଧ ଗ୍ରାମ ବାସୀ ନାହିଁ ନଥିବାର ଅସୁବିଧା ର ସମୁଖିନ ହେଉଛନ୍ତି।ଏହି ବିଷୟରେ କାର୍ଯ୍ୟରତ ଯେ,ଇ ଙ୍କୁ ବିଳମ୍ବ ହେବାର କାରଣ ବିଷୟରେ ମତାମତ ଦେଇ କହିଛନ୍ତି କୋଭିଡି ପାଇଁ ବିଳମ୍ବ ହୋଇଛି ବହୁତ ଜଲଦି କାର୍ଯ୍ୟ ଶେଷ ହୋଇଯିବ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ଉତ୍କଳ ବିକାଶ ପରିଷଦ କଟକର ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ନେତୃତ୍ବରେ ଆଗାମୀ ଦିନରେ ଠିକ୍ ସମୟରେ ଠିକ୍ କାର୍ଯ୍ୟ ନହେଲେ ଆନ୍ଦୋଳନ ତୀବ୍ରତର ହେବ ଏଥିପାଇଁ ପ୍ରସାଶନିକ ଅଧିକାରୀ ଓ ସ୍ଥାନୀୟ ନେତା ମାନେ ଦାୟି ରହିବେ ବୋଲି ଗ୍ରାମବାସୀ ମାନେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More