ଗୋସାଳା କେନ୍ଦ୍ରରେ ଚିକିତ୍ସାଧିନ ଥିବା ଗୋଟିଏ ଷଣ୍ଢ ଓ ୩ ମାଙ୍କଡଙ୍କ ମୃତ୍ୟୁ

36

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) :  କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଜାର ନିକଟସ୍ଥ ଗୋସାଳା କେନ୍ଦ୍ରକୁ ଆଜି ସକାଳ ଆଠଟା ସମୟରେ ଦୃର୍ଘଟଣା ହୋଇ ଆସିଥିବା ଦୁଇଟି ମାଙ୍କଡ଼ ମୃତ୍ୟୁ ହେବା ସହ ଆଗରୁ ଚିକିତ୍ସାଧୀନ ଥିବା ଗୋଟିଏ ମାଙ୍କଡଙ୍କ ମୃତ୍ୟୁ ହୋଇଛି। ମାଳିବସା ଛକ ନିକଟରେ ଦୃଘଟଣା ହେଇ ଗୋଶାଳାରେ ଚିକିତ୍ସାରେ ଥିବା ଏକ କଳା ଷଣ୍ଢ ମଧ୍ୟ ନାରାୟଣ ହୋଇଯାଇଛି। ଆଜି ମଙ୍ଗଳବାର ଦିନ ଗୋଟାଏ ସମୟରେ ପୁଷ୍ପମାଲ୍ୟ ଓ ସିନ୍ଧୁର ଲଗାଇ ଗୋସେବକ ଜୀବନ କୃଷ୍ଣ ରାୟ ଓ ରୁପଶ୍ରୀ ଡ୍ରସ୍ ହାଉସ ମାଲିକ ଧିରେନ୍ଦ୍ର କୁମାର ନାୟକ ସମେତ ବହୁ ବ୍ୟକ୍ତି ମାନେ ଉପସ୍ଥିତ ରହି ଶେଷ ବିଦାୟ ଦେଇଥିଲେ। ଏବେସୁଦ୍ଧା ସେହି ଗୋଶାଳାରେ ତିନୋଟି ବଡ଼ ଷଣ୍ଢ, ପାଞ୍ଚୋଟି ଅଣ୍ଡିରା ବାଛୁରୀ ଓ ଏକ ଧଣୁଆଁ ଗାଇ ସମେତ ଦୁଇଟି କୁକୁର ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More