ଗୋବିନ୍ଦପୁରରେ ରାବଣ ପୋଡି ଉତ୍ସବ ପାଳିତ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଣ୍ଟାପଡା ବ୍ଲକ ଗୋବିନ୍ଦପୁରରେ ଶାରଦୀୟ ଦୁର୍ଗାପୂଜାକୁ ଅଧିକ ମନୋରଞ୍ଜନ କରିବା ଗୋବିନ୍ଦପୁର ମେଡ଼ିକାଲ ପଡ଼ିଆରେ ଫ୍ରେଣ୍ଡସ ୟୁନିଟ ଦ୍ୱାରା ପ୍ରସ୍ତୁତ ଆନନ୍ଦେସ୍ୱର ପୂଜା କମିଟି ଗୋବିନ୍ଦପୁର ଆନୁକୂଲ୍ୟରେ ଦଶମ ବର୍ଷ ପାଇଁ ରାବଣପୋଡି ଏବଂ ଆତସବାଜି ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ସମୟରୁ ଫିଦା ଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟକୁ ଶହ ଶହ ଲୋକ ଉପଭୋଗ କରିଥିଲେ। ଏହି ଅବସରରେ ଫ୍ରେଣ୍ଡସ ୟୁନିଟର ଅନ୍ୟତମ ପ୍ରିୟ ସାଙ୍ଗ କୃଷ୍ଣଚନ୍ଦ୍ର ଦାସ (ଧୂମା)ର ଅକାଳ ବିୟୋଗ ପାଇଁ ସ୍ମୁତି ଚାରଣ ସହ ମଞ୍ଚଉପରେ ସମାଜସେବୀ ଅଭିମନ୍ୟୁ ମଲ୍ଲିକ, ନିରଞ୍ଜନ ପତି,ବଜାର କମିଟି ସଭାପତି ଶୁରେସ ପାତ୍ର,ବିଶ୍ୱନାଥ ସାହୁ , ଚଗଲା ପାତ୍ର ,ରଣଜିତ ମୁଦୁଲି,ମୀନକେତନ ରାଉତରାୟ, ଜ୍ଞାନପୂର୍ଣ ବେହେରା,ଲଲାଟେନ୍ଦୁ ପାତ୍ର, ଶଶାଙ୍କଶେଖର ସ୍ୱାଇଁ,ସୃତିମୟ ନାୟକ,ସୁମନ୍ତ ବେହେରା, ଶିବସିସ ଦାସ ପ୍ରଭୃତି ଉପସ୍ଥିତ ଥିଲେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More