ଗୋତୋମୁଣ୍ଡାରେ ମା ସର୍ବମଙ୍ଗଳା ଘାଟିମୁଡିଆଣିଙ୍କ ଯାତ୍ରା ପାଳିତ

18

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : କଳାହାଣ୍ଡି ଜିଲ୍ଲା ଦଣ୍ଡ ପାଟ ଅଂଚଳ ର ଗୋତୋମୁଣ୍ଡା ଠାରେ ମା ସର୍ବ ମଙ୍ଗଳା ଘାଟି ମୁଣ୍ଡିଆଣୀଙ୍କ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି !ପାରମ୍ପରିକ ଅନୁସାରେ ଦୀର୍ଘ ବର୍ଷରୁ ଏହି ଘାଟିମୁଡିଆଣି ଯାତ୍ରା ପାଳିତ ହୋଇଆସୁଥିବା ଅଞ୍ଚଳ ବାସି ମତପ୍ରକାଶ କରିଛନ୍ତି !ଦେବୀଙ୍କ ଠାରେ ଯାହା ମାନସିକ କଲେ ତାହା ବିଶ୍ୱାସ ସ୍ୱରୂପ ସଫଳ ହେଉ ଥିବାର ଶ୍ରଦ୍ଧାଳୁ ମତବ୍ୟକ୍ତ କରିଛନ୍ତି !ନାନାଦି ରୋଗ, ରୁ ମୁକ୍ତ, ଭଲ ଚାଷ, ତଥା ଅଂଚଳର ସୁଖ ସମୃଦ୍ଧି ଆଶା ନୁ ରୂପ ଏହି ଯାତ୍ରା ପାଳନ କରାଯାଏ ବୋଲି ଗ୍ରାମ ବାସି ମତ ରଖିଥିଲେ ,!ଏଥିରେ ପୂଜକ ମନୋହର ପୂଝାରୀ, ସରପଞ୍ଚ ପଦ୍ମିନୀ ପୂଝାରୀ, ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ, ସଞ୍ଜୟ ଲହଜଳ, ପୂର୍ଣଚନ୍ଦ୍ର ନାଏକ, ପାର୍ଥବ ମାଝୀ, ଭରତ ପୂଝାରୀ, ଭରତ ଦୁର୍ଗା ତଥା ଗ୍ରାମବାସୀ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଯାତ୍ରାଟିକୁ ସଫଳ କରିଥିଲେ ! କଳାହାଣ୍ଡି ଜିଲ୍ଲା କୋକସରାବ୍ଲକ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More