ଗେଲପୁର ତ୍ରିଛକି ଠାରୁ ଜୋହଳ ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ, ପ୍ରଶାସନର ନଜର କେବେ ପଡିବ ?

34

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳ ପୁର ପଞ୍ଚାୟତ ଗେଲପୁର ତ୍ରି ଛକି ଠାରୁ ଜୋହଳ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । ରାସ୍ତା ଉପରେ ଆଖପାଖ ଅଞ୍ଚଳର ବହୁ ଲୋକ ନିର୍ଭର କରନ୍ତି।ପ୍ରାୟ ତ ବ୍ଲକ ଓ ତାହାସିଲକୁ ଯିବାପାଇଁ ଲୋକେ ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତାରୁ ପଥର ଉଠି ଯାଇଥିବାରୁ ଗାଡି ମୋଟର ଗଲାବେଳେ ଦୁର୍ଘଟଣା ଘଟୁଛି। ଗାଡି ପମ୍ପଚର ହୋଇ ଲୋକେ ଅସୁବିଧା ଭୋଗୁଛନ୍ତି । ଲୋକଙ୍କ ଅଭିଯୋଗ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ରାସ୍ତାଟିର ମରାମତି ନକଲେ ଅଗାମିଦିନରେ ଆନ୍ଦୋଳନ କରିବେ ବୋଲି ସାଧାରଣ ଲୋକେ ଚେତାବନୀ ଦେଇଛନ୍ତି । କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More