ଗୁଞ୍ଜ୍ ପକ୍ଷରୁ ଫଳଚାରା ବଣ୍ଟନ

19

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ ) : ବିରିଡି ବ୍ଲକ ଅନ୍ତର୍ଗତ ୨୨ମୌଜାସ୍ଥିତ ମଙ୍ଗୁଲି ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ପରିସରରେ ୧୦ହଜାର ଫଳଚାରା ବଣ୍ଟନ କରାଯାଇଛି। ଦିଲ୍ଲୀସ୍ଥିତ ଗୁଞ୍ଜ୍ ଅନୁଷ୍ଠାନ ପକ୍ଷରୁ ମଙ୍ଗୁଲି ବସୁମାତା ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଗୁଞ୍ଜର ଓଡ଼ିଶା ମୁଖ୍ୟ ସୁରେଶ କୁମାର,ପ୍ରକଳ୍ପ ପରିଚାଳନା ଅଶୋକ କୁମାର ବେହେରା ଓ ବସୁମାତା ସମ୍ପାଦକ ଗୟାଧର ମହାନ୍ତି ଉପସ୍ଥିତ ରହି ଏହି ଚାରା ବଣ୍ଟନ କରିଥିଲେ।ଏହି ଅବସରରେ ବିଶେଷକରି ଲେମ୍ବୁ,ପଣସ,ପିଜୁଳି,ଅଁଳା ଓ ଆତ ଆଦି ଫଳଗଛ ଚାରା ବଣ୍ଟନ କରାଯାଇଥିଲା। ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More