କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଦାଦପୁର ଅଞ୍ଚଳର ଯାଜଳଦେଇପୁର ଚୁଟିଆ ପାହାଡ଼ ନିକଟେ ପାଞ୍ଚ ଜଣିଆ ହାତୀପଲ ଦେଖିବାକୁ ମିଳିଥିଲା l ଆଜି ସକାଳ ପାଞ୍ଚ ଘଣ୍ଟା ସମୟରେ ଦାଦପୁର ଗ୍ରାମ ର ଲୋକ ମାନେ ଦେଖିବା ଫଳରେ ଜନଜୀବନ ହନ୍ତସନ୍ତ ହେବାର ଦେଖିବାକୁ ମିଳୁଛି l ଲୋକଙ୍କୁ କହିବା ଅନୁସାରେ ହାତୀପଳ କେତେ ଲୋକଙ୍କ ଧାନ କପା ମଧ୍ୟ୍ୟ ନଷ୍ଟ ହେଇଛି ବୋଲି କହୁଥିବାର ଶୁଣିବାକୁ ମିଳିଛି l ବନ ଭିବାଗ ଅଧିକାରୀ କମ୍ପୁପାଣି ପରିଝା ଓ ତାଙ୍କ ପନ୍ଦର ଜଣିଆ ଟିମ ପହଞ୍ଚି ଲୋକଙ୍କୁ ସଚେତନ କରୁଛନ୍ତି ହାତୀପଲ ଠାରୁ ଦୁରେଇ ରହୁନ୍ତୁ l